The Ultimate Managed Hosting Platform
ADVERTISEMENT

ଶଙ୍କର ପୃଷ୍ଟି ଧରାପଡିବା ପରେ ସରକାରଙ୍କୁ ବିଜେଡିର ଟାର୍ଗେଟ ; କୋର୍ଟର ଦ୍ୱାରସ୍ଥ ହେବୁ କହିଲା ବିଜେଡି

Facebook
Twitter
LinkedIn

ଭୁବନେଶ୍ୱର : ଶଙ୍କର ପୃଷ୍ଟି ଧରାପଡିବା ପରେ ସରକାରଙ୍କୁ ବିଜେଡିର ଟାର୍ଗେଟ । ଟାର୍ଗେଟ କଲେ ସାଂସଦ ସୁଲତା ଦେଓ ଓଲେନିନ ମହାନ୍ତି । ଚଟୁ ଆମିଷ ବେଣ୍ଟ ନିରାମିଷ ହେବା ଭଳି ଘଟଣା କହି ଟାର୍ଗେଟ । ଯଦି ପୂର୍ବ ସରକାରରେ ହଜାରେ କୋଟିର ଡିଲ କଥା କହୁଛି, ତଦନ୍ତ କରାନ୍ତୁ । କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷ ମୁକ୍ତ ବୋଲି ଭାବିବା ଠିକ ନୁହଁ । ନହେଲେଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କହିଛି ବିଜେଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login