ନୂଆଦିଲ୍ଲୀ : ଭାରତକୁ ବଡ ଝଟକା, ଜାରି ହେଲା ଶକ୍ତିଶାଳୀ ରାଷ୍ଟ୍ରର ସୂଚି। ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାଦ୍ ପଡିଛି ଭାରତ । ଫୋର୍ବସ୍ ଭାରତ ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାହର ହୋଇଛି । ଫୋର୍ବସ୍ ୨୦୨୫ରେ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି । ଫୋର୍ବସ୍ ୧୦ ଟି ଦେଶକୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତ ବାଦ୍ ପଡିଛି । ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଉପରେ ଆଧାରିତ। ଭାରତ ଏଥିରୁ ବାଦ୍ ପଡିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଇଛି । ଭାରତ ଏକ ବୃହତ ଜନସଂଖ୍ୟା, ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ଥିବା ଦେଶ ହୋଇ କିପରି ଏହି ତାଲିକାରୁ ବାଦ୍ ପଡିଲା ବୋଲି ଅନେକ ମହଲରୁ ପ୍ରଶ୍ନ ଉଠିଛି । ଫୋର୍ବସ୍ କହିବା ଅନୁଯାୟୀ, ଏହି ସୂଚି ୟୁଏସ୍ ନ୍ୟୁଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ର଼୍ୟାଙ୍କିଙ୍ଗ୍ ପାଇଁ ପାଞ୍ଚଟି ମୁଖ୍ୟ ମାପଦଣ୍ଡକୁ ନଜରରେ ରଖାଯାଇ ତାଲିକା ପ୍ରସ୍ତୁତ କରାଯାଏ। ଯେପରିକି ଯେକୌଣସି ଦେଶର ନେତା, ଅର୍ଥନୈତିକ ପ୍ରଭାବ, ରାଜନୈତିକ ପ୍ରଭାବ, ଦୃଢ ଆନ୍ତର୍ଜାତୀୟ ଗଠବନ୍ଧନ ଏବଂ ଶକ୍ତିଶାଳୀ ସୈନ୍ୟ ଉପରେ ଆଧାର କରାଯାଇ ତାଲିକା ପ୍ରସ୍ତୁତ କରାଯାଏ।
ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାଦ ପଡିଲା ଭାରତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











