The Ultimate Managed Hosting Platform
ADVERTISEMENT

ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି

Facebook
Twitter
LinkedIn

ବାଲେଶ୍ୱର : ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ବିଜୁଳି ।ବାଲେଶ୍ୱର ବାହାନଗାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭାରେ କଟିଗଲା ବିଜୁଳି । ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭା ଚାଲିଥିବା ବେଳେ ବିଜୁଳି କାଟ୍ ହୋଇଛି । ବାହାନଗାରେ ଚାଲିଥିବା ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟୁତ କାଟ ଯୋଗୁଁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ହଟହଟା ହୋଇଛନ୍ତି । ପାୱାର କଟ୍ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁ ବୁଲାଇ, ବୁମ୍ ଏଡାଇ ଚାଲିଗଲେ ମନ୍ତ୍ରୀ ପ୍ରତାପ ଦେବ । ଗତ କିଛି ଦିନ ତଳେ ପାୱାର କଟ୍ ହେଉନଥିବା କହି ସମାଲୋଚିତ ହେଉଛନ୍ତି ଶକ୍ତିମନ୍ତ୍ରୀ । ଏହାସହ ରାଜ୍ୟରେ ଭିତିଭୂମି ଦୁର୍ବଳ ଥିବା କହିଥିଲେ ଶକ୍ତିମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login