The Ultimate Managed Hosting Platform
ADVERTISEMENT

ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ

Facebook
Twitter
LinkedIn

ଭୁବନେଶ୍ୱର : ଭଉବନେଶ୍ୱର ଲାୟେର ପିଏମଜିରେ ମତ୍ସ୍ୟଜୀବୀ ସଂଘର ଆନେ୍ଦାଳନ । ୬ ଦଫା ଦାବିରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଆନେ୍ଦାଳନ । ରାତିରେ ଶତାଧିକ ବସରେ ପାରାଦୀପ ଅଞ୍ଚଟଳରୁ ଆସି ବିକ୍ଷୋଭ ପ୍ରଦର୍ଶନ । ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ । ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏକାଠି ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login