The Ultimate Managed Hosting Platform
ADVERTISEMENT

ଲୋୟର ପିଏମଜିରେ ପୁଣି ପ୍ରଥାମିକ ଶିକ୍ଷକଙ୍କ ଗର୍ଜନ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଗର୍ଜିଲେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ବାରମ୍ବାର ଧାରଣାରେ ବସିବା ସତ୍ତେ୍ୱ ସମସ୍ୟାକୁ ସୁଧାରୁନାହାଁନ୍ତି ସରକାର । ତେଣୁ ପୁଣିଥରେ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଛି ଶିକ୍ଷକ ସଂଘ । ଠିକା ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି ଦାବୀରେ ଅଡି ବସିଛି ସଂଘ । ଏହି ଦାବୀ ପୂରଣ କରିବାକୁ ବିଦ୍ଧିବଦ୍ଧ ପ୍ରତିଶୃତି ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ କହିଛି ପ୍ରାଥମିକ ଶିକ୍ଷକ ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login