The Ultimate Managed Hosting Platform
ADVERTISEMENT

ଲୋୟର ପିଏମଜିରେ ପାଚିକା ସଂଘର ଗର୍ଜନ

Facebook
Twitter
LinkedIn

ଭୁବନେଶ୍ୱର : ଲୋୟର ପିଏମଜିରେ ଗର୍ଜିଲେ ପାଚିକା ମହାସଂଘ । ପାଚିକା ମହାସଂଘର ବିଶାଳ ସମାବେଶ । ୭ ଦଫା ଦାବିନେଇ ନିଖିଳ ଓଡିଶା ମଧ୍ୟହ୍ନ ଭୋଜନ ପାଚକ ପାଚିକା ମହାସଂଘର ବିକ୍ଷୋଭ । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ପ୍ରଦାନ ପ୍ରମୁଖ ଦାବି । ମଧ୍ୟାହ୍ନ ଭୋଜନ ଭଳି ଶିକ୍ଷା ବିକାଶର ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ୟ୍ୟକରି ଆସୁଛନ୍ତି । କିନ୍ତୁ ପାରିଶ୍ରମିକ ଦୈନିକ ଏକଶହ ଟଙ୍କା ମିଳୁଛି ।ସରକାର ଘୋଷଣା କରିଥୁବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫୬୦ ଟଙ୍କା ଦାବି କରି ସଂଘ । ପାଚିକା ମାଆ ମାନଙ୍କର ପାରିଶ୍ରମିକ ୨୦୧୮ ମସିହାରେ ଦୁଇ ହଜାର ଟଙ୍କା ଘୋଷଣା ହୋଇଥିଲା । କିନ୍ତୁ ପରେ ୧୪ ଶହ ଟଙ୍କା ଦିଆଯାଇଥିଲା । ତେବେ ଘୋଷଣା କରାଯାଇଥିବା ୨ ହଜାର ଟଙ୍କାର ବକେୟା ରାଶି ପ୍ରାୟ ପ୍ରତ୍ୟେକଙ୍କ ୩୬ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login