The Ultimate Managed Hosting Platform
ADVERTISEMENT

ଲୋୟର ପିଏମଜିରେ ପାଚିକାଙ୍କ ନାରାବାଜି

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭା ଚାଲୁଥିବା ବେଳେ ରାଜଧାନୀରେ ଦାବି ପୂରଣ ପାଇଁ ଗର୍ଜୁଛନ୍ତି ବିଭିନ୍ନ ସଂଗଠନ । ଆଶା ଓ ପାଚିକାଙ୍କ ନାରାବାଜିରେ କମ୍ପୁଛି ଲୋୟର ପିଏମଜି । ୩ ଦିନ ହେଲା ହଜାର ହଜାର ସଂଖ୍ୟାରେ ପାଚିକା ଓ ଆଶାକର୍ମୀ ଏକାଠି ହୋଇ ଚଳାଇଛନ୍ତି ଆନେ୍ଦାଳନ । ଖୋଲା ଆକାଶ ତଳେ ଦିନ ରାତି କରୁଛନ୍ତି ଗର୍ଜନ । ଦାବି ପୂରଣ ନ ହେବା ଯାଏଁ ଭୂବନେଶ୍ୱର ଛାଡି ନ ଯିବାକୁ ନେଇଛନ୍ତି ନିଷ୍ପତ୍ତି । ପାଚିକା ମାନଙ୍କର ଦାବି ରହିଛି ମାସକୁ ୨୬ ହଜାର ଦରମା ସହ , ୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ , ସରକାରୀ ମାନ୍ୟତା ଦାବି , ବର୍ଷକୁ ଦୁଇ ହଳ ଶାଢୀ, ଛୁଟି ପ୍ରଦାନ କରିବା । ଆପଣ ଲୋୟର ପିଏଜିର ଚିତ୍ର ଦେଖୁଛନ୍ତି । ଯେଉଁଠି ଦାବି ପୂରଣ ପାଇଁ ହଜାର ହଜାର ପାଚିକା ଏକତ୍ରିତ ହୋଇଛନ୍ତି । ଦାବି ପୂରଣ ନ ହେଲେ ଆନେ୍ଦାଳନ ଆହୁରୀ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login