ଭୁବନେଶ୍ୱର : ଲୋୟର ପିଏମଜିରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନେ୍ଦାଳନ । ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରୁନି କହିଲେ । ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଚେତାବନୀ । ଶିକ୍ଷକଙ୍କୁ ଆନେ୍ଦାଳନ ନ କରି ଧୈର୍ଯ୍ୟ ଧରିବାକୁ କହିଲେ ଗଣଶିକ୍ଷା ବିଭାଗ । ମୁଖ୍ୟ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି , ଅପେକ୍ଷା କରିବାକୁ ଅନୁରୋଧ କଲେ ଗଣଶିକ୍ଷା ମନ୍ତ୍ରୀ । ଆନେ୍ଦାଳନ ନ କରି ଆଲୋଚନାକୁ ଅପେକ୍ଷା କରିବା ଦରକାର କହିଲେ ଗଣଶିକ୍ଷା ମନ୍ତ୍ରୀ ।
Views: 75