ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ ବିଲ । ବିଳମ୍ବିତ ରାତିରେ ଲୋକସଭାରେ ସଂଶୋଧିତ ବିଲ ପାରିତ । ବିଲ ସପକ୍ଷରେ ୨୮୮ ଓ ବିଲ ବିପକ୍ଷରେ ୨୩୨ ଭୋଟ । ଆଜି ରାଜ୍ୟସଭାରେ ଉପସ୍ଥିତ ହେବ ୱାକଫ ବିଲ୍ । ୧୯୯୫ ୱାକଫ୍ ଆଇନର ସଂଶୋଧନ ପାଇଁ ଏହି ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଜେପିସି ଦ୍ବାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସଂଖ୍ୟାଲଘୁଙ୍କୁ ଅପମାନିତ କରବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ବିଲ୍ ପ୍ରତିବାଦରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ବିଲ୍ ନକଲକୁ ଚିରି ଦେଇଥିଲେ । ତେବେ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ସରକାର । ସେହିପରି ୱାକଫ ସଂଶୋଧନ ବିଲ୍କୁ ବିରୋଧୀ ସାଂସଦ ମାନେ ଅସାମ୍ବିଧାନିକ ବୋଲି କହିବାରୁ କିରେନ ରିଜିଜୁ ଏହାକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ୱାକଫ ସମ୍ପତ୍ତି ସମ୍ବନ୍ଧୀୟ ଆଇନ ଦଶନ୍ଧି ଧରି ରହିଆସିଛି ଏବଂ କୋର୍ଟ ଏହାକୁ ରଦ୍ଦ କରି ନାହାନ୍ତି । ଏପରି ଶବ୍ଦକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମୁସଲମାନ ୱାକଫ ବିଲ୍, ୨୦୨୪ ମଧ୍ୟ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଗରିବ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବେ ।
ଲୋକସଭାରେ ୱାକଫ ବିଲ୍ ପାସ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







