ଲେଡିଜ୍ ହଷ୍ଟେଲରେ ଆତଙ୍କ ; ୩ ଅଟକଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଆକ୍ରମଣ ଘଟଣା । ୩ ଜଣଙ୍କୁ ଅଟକ ରଖିଲା ନୟାପଲ୍ଲୀ ଥାନା ପୁଲିସ । ସିସିଟିଭି ଫୁଟେଜ ଆଧାରରେ ପୁଲିସର ତନାଘନା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ । କମେଣ୍ଟ ମରାକୁ ନେଇ ଭଙ୍ଗାରୁଜା କରିଥିଲେ ରୋଡ ରୋମିଓ । ଯୁବତୀଙ୍କୁ ଅଶ୍ଲୀଳ ବ୍ୟବହାର ସହ ମାଡ ମାରିଥିଲେ ।
କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ । ୫ ଦୁର୍ବୃତ୍ତ ଏଭଳି ତୁମୁଳକାଣ୍ଡ କରିଥିବା ବେଳେ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ଘଟଣା ସ୍ଥଳରେ ସୁଟିଂ ହୋଇଥିବା ଭିଡିଓରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ।
Views: 63