The Ultimate Managed Hosting Platform
ADVERTISEMENT

“ଲିଙ୍ଗ ପରିବର୍ତ୍ତନ” ଉପରେ ଆମେରିକା ଲଗାଇଲା ବ୍ୟାନ

Facebook
Twitter
LinkedIn

ନୂଆଦିଲ୍ଲୀ : “ଲିଙ୍ଗ ପରିବର୍ତ୍ତନ” ଉପରେ ଆମେରିକା ଲଗାଇଲା ବ୍ୟାନ । ବର୍ତ୍ତମାନ ଟ୍ରମ୍ପଙ୍କ ନୂତନ ଆଦେଶ ମୁତାବକ, ସମସ୍ତଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ସହଜ ହେବ ନାହିଁ ।ଏବେ ଆମେରିକାରେ ୧୯ ବର୍ଷରୁ କମ୍ ବୟସର ପିଲାମାନେ ଲିଙ୍ଗ ପରିବର୍ତ୍ତନ କରାଇ ପାରିବେ ନାହିଁ । ଏହାକୁ ନିଷେଧ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ୟ୍ୟକାରୀ ଆଦେଶରେ ଦସ୍ତଖତ କରିଛନ୍ତି ।ଟ୍ରମ୍ପ ସୋମବାର ପେଣ୍ଟାଗନ୍କୁ ଏକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ଟ୍ରାନ୍ସଜେଣ୍ଡର ଲୋକଙ୍କୁ ସାମରିକ ସେବାରେ ବାରଣ କରାଯାଇପାରିବ ।ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ୨ୟ ଥର କ୍ଷମତାକୁ ଆସିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହାରି ମଧ୍ୟରେ ସେ ଆମେରିକାର ଜନ୍ମାଧିକାର ନାଗରିକତା ଆଇନକୁ ରଦ୍ଦ କରିବା ଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login