The Ultimate Managed Hosting Platform
ADVERTISEMENT

ଲାଲ ବାହିନୀଙ୍କ ଲଙ୍କାକାଣ୍ଡ, ଘରୁ ଡାକି ନେଇ କଲେ ହତ୍ୟା

Facebook
Twitter
LinkedIn

କନ୍ଧମାଳ: ଲାଲ ବାହିନୀଙ୍କ ବର୍ବରକାଣ୍ଡ । ଘରୁ ଡାକି ନେଇ ନିମର୍ମ ଭାବେ ହତ୍ୟା କରିଥିବା ଅଭିଯୋଗ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପାଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ମେଟଲା ରୋହିତ । ଗତ ଶନିବାର ବିଳମ୍ବିତ ରାତିରେ ମେଟଲା ମାଝୀଙ୍କୁ ଘରୁ ଉଠାଇ ନେଇଥିଲେ ମାଓବାଦୀ । ଆଜି ମେଟଲାଙ୍କ କ୍ଷତ ବିକ୍ଷତ ଶବ ଜଙ୍ଗଲରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login