ବିଜେପୁର : ଲାଲ ବାହିନୀର ଲଙ୍କାକାଣ୍ଡ । ନାରାୟଣପୁର ଜିଲ୍ଲାରେ ୪ଟି ଟ୍ରକ ଜାଳିଦେଇଛନ୍ତି ମାଓବାଦୀ । ଆମଦେଇ ଲୁହା ପଥର ଖଣିକୁ ବିରୋଧ କରି ଲୁହା ପଥର ବୋଝେଇ ଟ୍ରକରେ ନିଆଁ ଲଗାଇଛନ୍ତି ନକ୍ସଲ । ଛୋଟେଡଙ୍ଗର ଥାନାରୁ ମାତ୍ର କିଛି ମିଟର ଦୂରରେ ଘଟିଛି ଏଭଳି କାଣ୍ଡ ।
Views: 87

ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...