The Ultimate Managed Hosting Platform
ADVERTISEMENT

ଲାଞ୍ଚ ନେବା ବେଳେ ଧରାପଡିଲେ ଏଏସଆଇ

Facebook
Twitter
LinkedIn

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏ ଏସ ଆଇ ରାମଚନ୍ଦ୍ର ସୋରେନ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ବାରିପଦା ଭଜିଲାନ୍ସ ଆଡିସନାଲ ଏସ ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିଲା ଟିମ୍ ।ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଠାରୁ ଏକ ମାମଲାରୁ ନାମ କାଟିବା ଲାଗି ଏ ଏସ ଆଇ ରାମଚନ୍ଦ୍ର ସୋରେନ ନେଉଥିଲେ ଲାଞ୍ଚ। ଅଭିଯୁକ୍ତ ବାରିପଦା ବାରୁଣୀ ରୋଡ଼ ଠାରେ ନିଜ ଭଡ଼ା ଘର ସାମାନାରେ ଏହି ଟଙ୍କା ନେଉଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login