The Ultimate Managed Hosting Platform
ADVERTISEMENT

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଅମିନ

Facebook
Twitter
LinkedIn

ବଲାଙ୍ଗୀର : ଜମି ମାପ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଅମିନ ଗିରଫ। ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ ଭିଜିଲାନ୍ସ ଗିରଫ କରିଛି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ସଇଁତଳା ତହସିଲରେ ଆବେଦନ କରିଥିଲେ। ହେଲେ ସଇଁତଳା ଅମିନ ନିର୍ମଳେନ୍ଦୁ କବି ଏଥିପାଇଁ ୮ ହଜାର ଟଙ୍କା ଦାବି କରିଥିଲେ।
ଆଜି ନିରଞ୍ଜନ ସାହୁଙ୍କ ପାଖରୁ ଅମିନ ନିର୍ମଳେନ୍ଦୁ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ଅମିନ ନିର୍ମଳେନ୍ଦୁ କବିଙ୍କୁ ଗିରଫ କରିଛି। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସର ବରିଷ୍ଠ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ଜାଲ ବିଛାଇଥିଲେ। ଆଉ ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login