କେନ୍ଦ୍ରାପଡା : ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନଶିକ୍ଷକ । ଟାଉନ ଥାନା ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଞ୍ଜନ ଅତିଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ନାଞ୍ଚ ନେବା ପରେ ଧରାପଡିଲେ ନିରଞ୍ଜନ । ଲୋନ କାଗଜ ପତ୍ର ଦସ୍ତଖତ ପାଇଁ କର୍ମଚାରୀଙ୍କଠୁ ଲାଞ୍ଚ ନେଉଥିଲେ । ହାଉସ ବିଲ୍ଡିଂ ଲୋନ କରାଇ ଦେବାକୁ କହି ସେହି ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡୁଙ୍କ ଠାରୁ ଲାଞ୍ଚ ନେଉଥିଲେ । ଖବର ପାଇ ଭିଜିଲାନ୍ସ ଟିମ୍ ପହଁଚି ନିରଞ୍ଜନଙ୍କୁ ଗିରଫ କରିଛି ।
Views: 56