The Ultimate Managed Hosting Platform
ADVERTISEMENT

ଲାଞ୍ଚ ଦେଉଥିବା ନେଇ ଆଦାନୀଙ୍କ ନାଁରେ ଆମେରିକାରୁ ଆସିଲା ସାଂଘାତିକ ଅଭିଯୋଗ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ବ୍ୟବସାୟୀ ଗୈାତମ ଆଦାନୀଙ୍କ ନାଁରେ ସାଂଘାତିକ ଅଭିଯୋଗ । କଂଟ୍ରାକ୍ଟ କରାଇଦେବା ପାଇଁ ଲାଞ୍ଚ ଦେଉଥିବା ଭଳି ସାଂଘାତିକ ଅଭିଯୋଗ । ଆଦାନୀ ପ୍ରାୟ ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେବା ସହ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ । ଏହି ଅଭିଯୋଗ ଆଦାନୀ ଗ୍ରୀନ ଏନର୍ଜୀ ଲିମିଟେଡ ସହ ଜଡିତ । ଏହି ଘଟଣାରେ ଗୈାତମ ଆଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଆଦାନୀ ଗ୍ରୀନ ଏନର୍ଜୀ ଲିମିଟେଡର ୬ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଆମେରିକାରସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ । ରଏଟର୍ସର ସୂଚନା ଅନୁଯାୟୀ ଭାରତର ସବୁଠାରୁ ବଡ ସୈାର ଶକ୍ତି ଯୋଜନାର ପ୍ରୋଜେକ୍ଟ କରାଇଦେବା ପାଇଁ ଆଦାନୀ ଗ୍ରୀନ ଏନର୍ଜୀ କମ୍ପାନୀ ଭାରତୀୟ ଅଧିକାରୀଙ୍କ ୨୬୫ ମିଲିୟନ ଡଲାର ଟଙ୍କାର ଲାଞ୍ଚ ଦେଇଥିଲେ ଗୈାତମ ଆଦାନୀ । ୨୦୨୦ରୁ ୨୦୨୪ ଭିତରେ ଏହି ଲାଞ୍ଚ ଦିଆଯାଇଛି ।ଏହି ଚାଢ୍ଚଲ୍ୟକର ଖବର ଆସିବ ପରେ ଆଜି ସକାଳୁ ତଳମୁହାଁ ହୋଇଛି ଆଦାନୀର ସବୁ ସେୟାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login