The Ultimate Managed Hosting Platform
ADVERTISEMENT

ଲମ୍ପଟ ଶିକ୍ଷକଙ୍କୁ ୯୦ ବର୍ଷ ସଜା

Facebook
Twitter
LinkedIn

ସୁନ୍ଦରଗଡ : ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ କାରାଦଣ୍ଡାଦେଶ । ଏକାଧିକ ମାମଲାରେ ସବୁ ଦଣ୍ଡକୁ ମିଶାଇ ମୋଟ ୯୦ ବର୍ଷ ସଜା । ତେବେ ସର୍ବାଧିକ ଥିବା ୧୦ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବେ ଶିକ୍ଷକ । ରାଇଡିହି ପ୍ରାଥମିକ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲ । ଛାତ୍ରୀଙ୍କୁ ଯୈ÷ାନ ନିର୍ଯ୍ୟାତନା ମାମଲାରେ ସଜା ଦେଲେ ପକ୍ସୋ କୋର୍ଟ । ୨୦୧୫ରେ ଏକାଧିକ ଛାତ୍ରୀଙ୍କୁ ଯୈ÷ାନ ନିର୍ଯ୍ୟାତନା ଅଭିଯୋଗ ହୋଇଥିଲା । ୯୦ ବର୍ଷ ସଜା ସହ ଶିକ୍ଷକଙ୍କୁ ୪୭ ହଜାର ଟଙ୍କା ଜରିମାନା । ୧୧ ପୀଡିତା ଛାତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଦେବାକୁ ଡିଏଲସିଏକୁ ନିଦେ୍ର୍ଦଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login