ଭଦ୍ରକ : ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା । ଭଦ୍ରକ ଜିଲ୍ଲାର ୩ଟି ବ୍ଲକରେ ଦିନ ପାଇଁ ସ୍କୁଲ ଛୁଟି । ତିହିଡି, ଧାମନଗର, ବାସୁଦେବପୁର ବ୍ଲକରେ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ପରେ ସ୍କୁଲ ଛୁଟି ଘୋଷଣା । ବିଶେଷ କରି ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍ରଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଣେ ବହୁ ଲୋକ ଏହି ୪ ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବା ଜଣାଯାଇଛି।
Views: 30