The Ultimate Managed Hosting Platform
ADVERTISEMENT

ଲକ୍ଷେ ଲାଞ୍ଚ ନେଇ ଫସିଲେ ହରଭଙ୍ଗା ଥାନା ଆଇଆଇସି

Facebook
Twitter
LinkedIn

ବୈାଦ୍ଧ: ପୁଣି ଖାକିରେ ଲାଗିଲା ଦାଗ । ଭିଜିଲାନ୍ସ ଜାଲରେ ପଡିଗଲେ ଆଉଆଇସି । ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା ଆଇଆଇସି । ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଧରାପଡିଲେ । ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଜବତ ବାଲି ଗାଡି ଛାଡିବାକୁ ଲାଞ୍ଚ ନେଉଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login