ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା । ସରକାର ଯେତେ ଆର୍ଥିକ ଦେଉଛନ୍ତି ବ୍ୟାଙ୍କ ସହ ସଂଯୋଗ କରାଯିବ । ବର୍ଷକରେ ଲକ୍ଷପତି ଦିଦିଙ୍କୁ କେମିଟି କୋଟିପତି କରାଯିବ ସରକାର ଗୁରୁତ୍ୱ ଦେଉଛନ୍ତି । ବିନା ସୁଧ ଋଣ ଯୋଗାଇ ବର୍ଷକରେ ଲକ୍ଷପତିଙ୍କୁ କୋଟିପତି ଦିଦି କରାଯିବ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୯ ରେ ଜୟପୁରରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି । କୋଟିଏରୁ ଅଧିକ ମହିଳା ସୁଭଦ୍ରା ସହାୟତା ମିଳିବ ।
Views: 10