The Ultimate Managed Hosting Platform
ADVERTISEMENT

ରୋଷେଇ ବେଳେ ଫାଟିଲା ପ୍ରେସର କୁକର

Facebook
Twitter
LinkedIn

ସୋର : ରୋଷେଇ ବେଳେ ଫାଟିଗଲା ପ୍ରେସର କୁକୁର । ଫଳରେ ଦମ୍ପତି ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡ ଅଞ୍ଚଳରେ ଘଟି ଯାଇଛି ଅଘଟଣ । ସୋମନାଥ ଜେନା ଓ ତାଙ୍କ ସ୍ତ୍ରୀ ଝରଣା ଜେନା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତିରେ ପ୍ରେସର କୁକର ରେ ମାଂସ ସିଝାଇବା ବେଳେ ପ୍ରେସର କୁକର ଫାଟି ଯାଇଥିଲା । ଫଳରେ ଦମ୍ପତି ପୋଡି ହୋଇ ଗୁରୁତର ହୋଇଥିଲେ । ସ୍ତ୍ରୀ ଝରଣାଙ୍କ ହାତ ଗୋଡ ପୋଡି ଯାଇଛି । ପରେ ପ୍ରେସର କୁକରକୁ ଗ୍ୟାସରୁ ଓହ୍ଲାଉଥିବା ସ୍ୱାମୀ ସୋମନାଥଙ୍କ ହାତ ମଧ୍ୟ ପୋଡି ଯିବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି । ସ୍ତ୍ରୀ ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login