The Ultimate Managed Hosting Platform
ADVERTISEMENT

ରୋଜଭ୍ୟାଲିର ୨୫୦ କୋଟିର ସମ୍ପତ୍ତି ଆଟାଚ୍

Facebook
Twitter
LinkedIn

ଭୁବନେଶ୍ୱର : ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ଆଟାଚ୍ । ୨୫୦ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି । କମ୍ପାନୀର ସ୍ଥାବର , ଅସ୍ଥାବର ସମ୍ପତ୍ତି ଆଟାଚ୍ । ମୋଟ ୧୧୭୧ କୋଟି ଟଙ୍କାର ସମ୍ପତ୍ତି ଆଟାଚ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login