The Ultimate Managed Hosting Platform
ADVERTISEMENT

ରେଳ ସଂଯୋଗ ଦାବିରେ କନ୍ଧମାଳ ବନ୍ଦ

Facebook
Twitter
LinkedIn

ଫୁଲବାଣୀ : ରେଳ ସଂଯୋଗ ଦାବିରେ କନ୍ଧମାଳ ବନ୍ଦ । ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଫୁଲବାଣୀ ମାଦିକୁନ୍ଦା ଛଳରେ କର୍ମକର୍ତ୍ତାଙ୍କ ପକ୍ଷରୁ ରାସ୍ତାରୋକ । ବନ୍ଦ ପାଳନ ଯୋଗୁଁ ବସ ଚଳାଚଳ ପ୍ରଭାବିତ । କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସହରରେ ଦୋକାନ ବଜାର ବନ୍ଦ ରହିଛି । ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଗୋପାଳପୁର-ସମ୍ବଲପୁର-ଫୁଲବାଣୀ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ୱେ ରାଜ୍ୟ ସରକାରଙ୍କ ଅଧିନ ସର୍ଭେ ସଂସ୍ଥା ଶେଷ ପର୍ୟ୍ୟାୟ ସର୍ଭେ ବେଳେ ପୂର୍ବ ମାନଚିତ୍ରକୁ ପରିବର୍ତନ କରି ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଫୁଲବାଣୀକୁ ବାଦ୍ ପକାଇବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login