The Ultimate Managed Hosting Platform
ADVERTISEMENT

ରେଲୱେ କ୍ରସିଂ ଗେଟମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ୪ ଡବା ଜଳି ପୋଡି ପାଉଁଶ

Facebook
Twitter
LinkedIn

ୟୁପି : ଉତ୍ତରପ୍ରଦେଶର ଆଗ୍ରାରେ ଭଦାଇ ରେଳ ଷ୍ଟେସନ ରେଲୱେ କ୍ରସିଂ ଗେଟ୍ମ୍ୟାନଙ୍କ ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା । ଟ୍ରେନରେ ଭୟଙ୍କର ନିଆଁ ଲାଗିବାରୁ ରକ୍ଷା କରିଥିଲେ ଗେଟମ୍ୟାନ୍ ୟଶପାଲ ସିଂ । ଏହି ଘଟଣାରେ ଟ୍ରେନର ୪ଟି ବଗି ନିଆଁରେ ଛାରଖାର ହୋଇଯାଇଛି । ଖବର ମୁତାବକ, ୨୫ ଅକ୍ଟୋବର ଦିନ ପାତାଳକୋଟ୍ ଏକ୍ସପ୍ରେସ ଟ୍ରେନ ପଞ୍ଜାବ ଫରୀଦକୋଟରୁ ମଧ୍ୟପ୍ରଦେଶ ସିୟୋନୀ ଯାଉଥିଲା । ଟ୍ରେନ ଦିନ ୩.୩୭ ମିନିଟରେ ଆଗ୍ରା ଠାରୁ ୧୦ କିମି ଦୂର ଭଦାଇ ଷ୍ଟେସନ ପାସ୍ କରିବା ପରେ ଦୁଇଟି ଜେନେରାଲ ବଗିରେ ନିଆଁ ଲାଗିବା ଯୋଗୁଁ ଲୋକେ ଚିତ୍କାର କରିଥିଲେ । ଟ୍ରେନରେ ନିଆଁ ଲାଗିବା ଯୋଗୁଁ ୧୧ ଜଣ ଜଳିଯାଇଥିଲେ । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି । ଟ୍ରେନ ରହିବା ବେଳକୁ କିଛି ଯାତ୍ରୀ ଟ୍ରେନ ଝରକା ଦେଇ ଡେଇଁ ପଡିଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login