The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରେଭ ପାର୍ଟିରେ ପୋଲିସର ଚଢାଉ, ୩୧ ଜଣଙ୍କ ନାଁରେ ମାମଲା ରୁଜୁ

Facebook
Twitter
LinkedIn

ନୂଆଦିଲ୍ଲୀ : ରେଭ୍ ପାର୍ଟିରେ ପୋଲିସର ଚଢାଉ । ଏପରି ଘଟଣା ବେଙ୍ଗାଲୁରର ଦେବନହଲ୍ଲୀ ନିକଟସ୍ଥ ଏକ ଫାର୍ମହାଉସରେ ଦେଖିବାକୁ ମିଳିଛି । ସେହି ଫାର୍ମହାଉସର ଜଣେ କର୍ମଚାରୀ ମାଜା ଶରୀଫଙ୍କର ୨୬ ତମ ଜନ୍ମଦିନ ପାଳନ ପାଇଁ ଏହା ଆୟୋଜନ କରାଯାଇଥିଲା ।ଏହି ପାର୍ଟିରେ ଥିବା ୩୧ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।
ସୂଚନାନୁଯାୟୀ, ମାମାଲା ରୁଜୁ ହୋଇଥିବା ୩୧ଜଣ ଲୋକଙ୍କ ବୟସ ୨୪ ରୁ ୩୦ ବର୍ଷ ମଧ୍ୟରେ ରହିଛି । ସେହି ୩୧ ଜଣଙ୍କ ମଧ୍ୟରୁ ୪ଜଣଙ୍କ ପାଖରୁ ୩ଗ୍ରାମ କୋକେନ୍, ୫ଗ୍ରାମ ହାଇଡ୍ରୋ-ଗଞ୍ଜେଇ, ୬୦ଗ୍ରାମ ହଶୀଶ ସେମାନଙ୍କ ନିକଟରୁ ଜବତ କରିଛି ପୋଲିସ । ଶନିବାର ରାତିରେ ସେମାନେ ପାର୍ଟି ଆରମ୍ଭ କରିଥିଲେ । ଭୋର ପ୍ରାୟ ୪.୩୦ ଟାରେ ପୋଲିସ ଏହି ସମ୍ପର୍କରେ ସୂଚନା ପାଇଥିଲା । ପୋଲିସ ଫାର୍ମହାଉସରେ ଭୋର ୫ଟାରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login