The Ultimate Managed Hosting Platform
ADVERTISEMENT

ରେକର୍ଡ ସ୍ତରରେ ସୁନା ଦର ; ୭୫ ହଜାର ଛୁଇଁବ ଦର , ୬ ମାସରେ ୧୧ ହଜାର ଟଙ୍କା ମହଙ୍ଗା

Facebook
Twitter
LinkedIn

ନୂଆଦିଲ୍ଲୀ : ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ରକେଟ୍ ବେଗରେ ଦର ବଢି ଚାଲିଛି । ଗତ ୬ ମାସ ମଧ୍ୟରେ ସୁନା ୧୧ ହଜାର ଟଙ୍କା ମହଙ୍ଗା ହେଲାଣି । ଏବେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ପାଖାପାଖି ହେଲାଣି । ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ରେ ସୁନା ଦର ୭୫ ହଜାର ସ୍ତର ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ । କମୋଡିଟି ମାର୍କେଟ୍ ଏକ୍ସପର୍ଟଙ୍କ ମତ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ତେବେ ଏହାର ପ୍ରମୁଖ କାରଣ ଆମେରିକା ଫେଡେରାଲ ରଜର୍ଭର ମୁଦ୍ରାନୀତି ପଦକ୍ଷେପ ବୋଲି କୁହାଯାଉଛି । ଏହା ସହ ସୁନା ଦର ବୃଦ୍ଧିର ଅନେକ କାରଣ ମଧ୍ୟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login