The Ultimate Managed Hosting Platform
ADVERTISEMENT

ରୁଷର ଅସ୍ତ୍ରଶସ୍ତ୍ର ଅଭାବ , ଏପଟେ ୟୁକ୍ରେନର ଘନଘନ ଆକ୍ରମଣ

Facebook
Twitter
LinkedIn

ମସ୍କୋ: ଦିନ ଗଡ଼ିବା ସହ ୟୁକ୍ରେନର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଅନ୍ୟପକ୍ଷରେ ଋଷର ଅସ୍ତ୍ର ଭଣ୍ଡାର ଖାଲି ହେବାରେ ଲାଗିଛି । ନିଜ ଦେଶର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ହ୍ରାସ ପାଉଥିବା ନେଇ ନିଜେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୟାନ ଦେଇଚନ୍ତି । ଏପରି ସ୍ଥିତିରେ ଦେଶର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ବୃଦ୍ଧି ଲାଗି ପ୍ରତିରକ୍ଷା ଶିଳ୍ପକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ ।
ପୁଟିନ କହିଛନ୍ତି- ଋଷ ବାହିନୀ ବିରୋଧରେ ୟୁକ୍ରେନର ଆକ୍ରମଣ ତୀବ୍ର ହେଉଥିବା ସତ୍ତ୍ବେ ଋଷ ଏହାର ମୁକାବିଲା କରିବାରେ ସକ୍ଷମ ହେଉଛନ୍ତି । ତେଣେ ବାଖମୁତରେ ୟୁକ୍ରେନ ସୈନ୍ୟ ଋଷ ସୈନ୍ୟଙ୍କୁ ହଟାଇ କିଛି ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିଥିବା କହିଛନ୍ତି ୟୁକ୍ରେନର ଇଷ୍ଟ ମିଲିଟାରୀ କମାଣ୍ଡର । ଋଷର ସଶସ୍ତ୍ର ବାହିନୀ ମୁଖ୍ୟ ଭାଲେରି ଗେରାସିନୋଭ କହିଛନ୍ତି- ଚୀନ ସହ ତାଙ୍କ ଦେଶର ସାମରିକ ସହ ଭାଗିତା ବିଶ୍ବରେ ସ୍ଥିରତା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login