The Ultimate Managed Hosting Platform
ADVERTISEMENT

ରୁଣ ବୋଝ ହେଲା କାଳ, ପୁଅକୁ ଫିଙ୍ଗି ନଦୀକୁ ଡେଇଁଲେ ମାଆ

Facebook
Twitter
LinkedIn

କଟକ : ରୁଣ ସୁଝି ନ ପାରିବାରୁ ନେଲେ ଚରମ ପଦକ୍ଷେପ । ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ । କଟକ ଜିଲ୍ଲା ନେମାଳ ପାଖ ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଛନ୍ତି ମା’ ସୁହାନ ପରବିନ । ତେବେ ନାବାଳକ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’କୁ ଏବେ ବି ଖୋଜାଖୋଜି ଜାରି ରହିଛି । ମୃତ ନାବାଳକ ହେଉଛନ୍ତି ୧୦ ବର୍ଷିୟ ସେକ ତାୟର ଉଦ୍ଦିନ । ତେବେ ଗ୍ରୁପ ଲୋନ କରି ଚିନ୍ତିତ ଥିବା ହେତୁ ନଦୀକୁ ଡେଇଁ ପଡିଥିବା ନାବାଳିକା ଝିଅ ଓ ସମର୍କୀୟ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login