The Ultimate Managed Hosting Platform
ADVERTISEMENT

ରିଲ୍ସକୁ ଟକ୍କର ଦେବ ‘ପ୍ଲାଟଫର୍ମ’ ! ଇନଷ୍ଟା ଭଳି ଜିଓ ଆଣିଲା ସର୍ଟ ଭିଡିଓ ଆପ୍

Facebook
Twitter
LinkedIn

 ଆଜିର ସମୟରେ ସର୍ଟ ଭିଡିଓ ତିଆରି କରିବା ଯୁବପୀଢ଼ିଙ୍କ ଖୁବ୍ ପସନ୍ଦ। ସର୍ଟ ଭିଡିଓ ପାଇଁ ଅନେକ ଆପ୍ ମଧ୍ୟ ରହିଛି। ପ୍ରଥମେ ଟିକ୍‌ଟକ୍ ତା’ପରେ ରିଲ୍ସ ଖୁବ୍ ଲୋକପ୍ରିୟ ହୋଇଛି। ଏହି ସର୍ଟ ଭିଡିଓ ଆପ୍‌ରେ ୟୁଜର୍ସ କୌଣସି ଅଡିଓରେ ନିଜର ଭିଡିଓ କରି ଏହାକୁ ଅପଲୋଡ କରିଥାନ୍ତି।

ଏବେ ଏହାର ଲୋକପ୍ରିୟତାକୁ ଧ୍ୟାନରେ ରଖି ଟେଲିକମ୍ କମ୍ପାନୀ ଜିଓ ମଧ୍ୟ ଏହି କ୍ଷେତ୍ରକୁ ଓହ୍ଳାଇବାକୁ ଯାଉଛି। ଯାହାର ନାମ ରହିଛି ‘ପ୍ଲାଟଫର୍ମ’ ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରୋଲିଙ୍ଗ ଷ୍ଟୋନ୍ସ ଇଣ୍ଡିଆ, କ୍ରିଏଟିଭ୍‌ଲ୍ୟାଣ୍ଡ୍ ଏସିଆ ଏବଂ ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍ ଏକ ସର୍ଟ ଭିଡିଓ ଆପ୍ ‘ପ୍ଲାଟଫର୍ମ’ ଲଞ୍ଚ୍‌ କରିବାକୁ ଯାଉଛନ୍ତି।

‘ପ୍ଲାଟଫର୍ମ’ ଆପ୍‌ରେ କ୍ରିଏଟର୍ସ, ସିଙ୍ଗର, ଆକ୍ଟର, ମ୍ୟୁଜିସିଆନ୍, ଡାନ୍ସର, କମେଡିଆନ, ଫ୍ୟାସନ ଡିଜାଇନର ତଥା ସମସ୍ତଙ୍କୁ ସ୍ଥାନ ମିଳିବ। କମ୍ପାନୀର କହିବା ଅନୁଯାୟୀ, ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ର ଟେକ୍ନୋଲୋଜି ଇନଫ୍ରାଷ୍ଟ୍ରକଚର ଏହି ଭିଡିଓ ଆପ୍ ‘ପ୍ଳାଟଫର୍ମ’କୁ ପରିଚାଳିତ କରିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login