The Ultimate Managed Hosting Platform
ADVERTISEMENT

ରାସ୍ତା ପାରି ହେଉଥିଲେ ମହିଳା, ଚଢିଗଲା ଟ୍ୟାଙ୍କର

Facebook
Twitter
LinkedIn

ଚୈାଦ୍ୱାର : ମହିଳାଙ୍କ ଉପରେ ଚଢିଗଲା ଟ୍ୟାଙ୍କର । କଟକ ଜିଲ୍ଲା ଟାଙ୍ଗୀ ଥାନା ସ୍ଥିତ ୧୬ ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ଓଭରବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । ରାସ୍ତା ପାରି ହେଉଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ୟାଙ୍କର । ଘଟଣାସ୍ଥଳରେ ମହିଳାଙ୍କର ପ୍ରାଣ ଜୀବନ ଯାଇଛି । ଟ୍ୟାଙ୍କର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି। ମହିଳା ଜଣକ ଓଭର ବ୍ରିଜ ନିକଟରୁ ରାସ୍ତା ପାର୍ ହୋଇ ଚୌଦ୍ୱାର ରାସ୍ତାକୁ ଆସୁଥିଲେ । ଟ୍ୟାଙ୍କରଟି କଟକ ଚଣ୍ଡିଖୋଲ ରାସ୍ତାରେ ଯାଉଥିବାବେଳେ ହଠାତ ଚୌଦ୍ୱାର ଆଡ଼କୁ ଯିବା ବେଳେ ମାଡି ଆସିବାରୁ ମହିଳାଙ୍କ ଉପରେ ଚଢି ଯାଇଥିଲା । ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login