The Ultimate Managed Hosting Platform
ADVERTISEMENT

ରାସ୍ତା ପାଇଁ ରାସ୍ତାରୋକ

Facebook
Twitter
LinkedIn

ରେଢାଖୋଲ : ରାସ୍ତା ପାଇଁ ଜାତୀୟ ରାଜପଥ ଅବରୋଧ । ଏନଏଚ ୫୫ ଭୀମଭୋଇ ଛକରେ ରାସ୍ତାରୋକ । ନାଗରିକ କମିଟି ପକ୍ଷରୁ ହୋଇଛି ରାସ୍ତାରୋକ । ରେଢାଖୋଲ ଭୀମଭୋଇ ଛକ ନିକଟରେ ସକାଳ ୬ଟାରୁ ବନ୍ଦ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଗାଡି ଅଟକି ରହିଛି।ଅନୁଗୁଳ ଠାରୁ ସମ୍ବଲପୁର ପର୍ୟ୍ୟନ୍ତ ୪ ଲେନ୍ ରାସ୍ତା ଦାବିରେ ଏହି ଧାରଣା ଦିଆଯାଇଛି। ୨୦୧୭ରୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଶେଷ ହେଉନି। ଯାହାକୁ ନେଇ ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଛି । ତେବେ ଦାବି ପୂରଣ ନହେବାରୁ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login