The Ultimate Managed Hosting Platform
ADVERTISEMENT

ରାସ୍ତା ନାହିଁ : ଖଟିଆରେ ଅଣାଗଲା ମୃତଦେହ

Facebook
Twitter
LinkedIn

ନବରଙ୍ଗପୁର : ପକ୍କା ରାସ୍ତା ନ ଥିବାରୁ ଖଟିଆରେ ଅଣାଗଲା ମୃତଦେହ । ୨ କିମି ଖଟିଆରେ ବୁହା ହୋଇ ଅଣାଗଲା ମହିଳାଙ୍କ ମୃତଦେହ । ପାପଡାହାଣ୍ଡି ମଇଦଲପୁର ପଞ୍ଚାୟତ ଜବାଗୁଡା ଗାଁରେ ଅଭାବନୀୟ ଘଟଣା । ଜ୍ୱରରେ ଆକ୍ରାନ୍ତ ମହିଳାଙ୍କୁ ରବିବାର ହସ୍ପିଟାଲ ନିଆଯାଇଥିଲା । ରାସ୍ତା ନଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ରୋଗୀ । ବିଳମ୍ବିତ ରାତିରେ କୋରାପୁଟ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ପରେ ଅଣାଗଲା ମୃତଦେହ । ଗାଁ ଠାରୁ ୨ କିମି ଦୂରରେ ରହିଲା ଗାଡି , ଖଟିଆରେ ବୁହାହେଲା ମୃତଦେହ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login