The Ultimate Managed Hosting Platform
ADVERTISEMENT

ରାସ୍ତା ତଳକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

Facebook
Twitter
LinkedIn

ମୋହନା : ହିକିରିକୁପା ଗାଁ ନିକଟରେ ରାସ୍ତା ତଳକୁ ଖସିଲା ବସ୍ । ବସଟି ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବେଳେ ଦୁର୍ଘଟଣା । ବସରେ ଥିବା ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ । ଦୁର୍ଘଟଣା ପରେ ଅନ୍ୟ ବସରେ ନିଜ ଗନ୍ତବ୍ୟସ୍ଥଳ ଗଲେ ଯାତ୍ରୀ । ଆରବି କୋଚ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା ।ବସ୍ଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଲାଣି ରାସ୍ତାରେ ଖସି ପଡ଼ିଥିବା ଜଣାପଡିଛି । ଷ୍ଟିଅରିଂ ଲକ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଗାଡି ଚାଳକ କହିଛନ୍ତି। ମୋହନା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login