ତେଲକୋଇ : ରାସ୍ତା କାମ ପାଇଁ ଚାଲିଗଲା ଜୀବନ । ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଜାତୀୟ ରାଜପଥ ପଟାଟାଙ୍ଗର ଛକ ନିକଟରେ ଘଟିଛି ଦୁର୍ଘଟଣା । ରାସ୍ତା କାମ ପାଇଁ ୱାନ ୱେ ହୋଇଥିବାରୁ ଦୁର୍ଘଟଣା ସୂଚନା । ରାସ୍ତା କାମ ଶୀଘ୍ର ସରୁ ନ ଥିବା ନେଇ ଅଞ୍ଚଳବାସୀ କହିଛନ୍ତି । ଯାହା ଦ୍ୱାରା ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଛି ।
Views: 77