The Ultimate Managed Hosting Platform
ADVERTISEMENT

ରାସ୍ତା ତଳକୁ ଖସିଲା ବସ , ବର୍ତ୍ତିଗଲେ ଯାତ୍ରୀ

Facebook
Twitter
LinkedIn

ନୀଳଗିରି : ରାସ୍ତା ତଳକୁ ଖସିଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଉଦଳା ରାସ୍ତା ଚେକ ଗେଟ ନିକଟରେ ରାସ୍ତା ତଳକୁ ଖସିଲା ବସ । ଭୁବନେଶ୍ୱରରୁ ଉଦଳା ଦେଇ ବାରିପଦା ଯାଉଥିଲା ବାସୁଦେବ ବସ ।
ଗତକାଲି ରାତି ୯ ଟାରେ ଭୁବନେଶ୍ବରରୁ ବାରିପଦା ଭାୟା ଉଦଳା ପଟଦେଇ ଯାଉଥିବା ‘ବାସୁଦେବ’ ବସଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା ଘନ କୁହୁଡି ଯୋଗୁ ଡ୍ରାଇଭର ରାସ୍ତା ଜାଣି ନ ପାରି ଡାହାଣ ପଟରେ ଏକ ଛୋଟ ପୋଲ ଉପରେ ଗାଡ଼ିକୁ ଚଢ଼ାଇ ଦେଇଥିଲେ ଫଳରେ ବସ୍ଟି ନିର୍ମାଣଧୀନ ନୂତନ ରାସ୍ତା ଉପରେ ଥିବା ପୋଲରେ ଝୁଲି ରହିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ବସ୍ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login