The Ultimate Managed Hosting Platform
ADVERTISEMENT

ରାସ୍ତା ଉପରେ ହାତୀପଲ, ସ୍ଥାନୀୟ ଲୋକେ ଭୟଭୀତ

Facebook
Twitter
LinkedIn

ଅନୁଗୁଳ : ରାସ୍ତା ଉପରେ ହାତୀପଲ । ଅନୁଗୁଳ ଆଲୁମିନିୟମ ପାର୍କ ନିକଟରେ ରାସ୍ତା ପାର ହେଉଛନ୍ତି ହାତୀ ପଲ । ଏକାସଙ୍ଗେ ୪୦ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ହାତୀ ପଲ ରାସ୍ତା ପାର ହୋଇ ଗାଡରଖାଇ ନିକଟରେ ଥିବା ଜଣା ପଡିଛି । ହାତୀ ପଲ ରାସ୍ତା ଉପରେ ଥିବାରୁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ହାତୀପଲଙ୍କ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ସବୁ ଉଜୁଡି ଯାଉଛି । ଗାଁ ପାଖରେ ହାତୀ ପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି। ହାତୀ ପଲଙ୍କ ଉପରେ ନଜର ରଖିଛି ବନ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login