The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାସ୍ତା ଉପରେ ଆଣ୍ଠୁଏ ପାଣି, ଲୋକେ ହନ୍ତସନ୍ତ

Facebook
Twitter
LinkedIn

ବାଲେଶ୍ୱର ଜିଲ୍ଲା ରୂପସା ହୀରାପୁର ଛକ ଠାରେ ଚଟାଣ ବୁଡି ଅଣ୍ଠୁଏ ଉପରେ ପାଣି ଲୋକେ ହେଉଛନ୍ତି ହନ୍ତସନ୍ତ। ୫୦ ଖଣ୍ଡ ଗାଁ ଲୋକ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେବାର ଦେଖିବାକୁ ମିଳିଛି।

ରୁପ୍ସାରୁ ଯାଇଥିବା ମୟୁରଭଞ୍ଜର ବଡ଼ଗୁମା କୁ ସଂଯୋଗ କରୁଥିବା ରାସ୍ତାର ହୀରାପୁର ପୋଲଟି ଚାରି ମାସ ଆଗରୁ ଭଙ୍ଗା ଯାଇଥିଲା ତେବେ, ତାହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ ହୋଇ ପାରି ନାହିଁ। ଯାହା ପାଇଁ ସ୍ଥାନୀୟ ଲୋକେ, ଅଞ୍ଚଳ ବାସି ଭଲରେ ଯିବା ଆସିବା କରି ପାରୁନାହାନ୍ତି। ଆଉ ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ, ପୋଲିସ ଭ୍ୟାନ, ଅଗ୍ନିଶମ ଗାଡ଼ି ଯିବା ସମ୍ଭବ ନୁହଁ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ଆଗାମୀ ଏକ ମାସ ମଧ୍ୟରେ ଯଦି ପୋଲ କାମ ନହୁଏ ଅଞ୍ଚଳବାସି , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login