The Ultimate Managed Hosting Platform
ADVERTISEMENT

ରାସନ କେନ୍ଦ୍ରରେ ରାଜ୍ୟ ସରକାର ପୋଷ୍ଟର ମାରିଲେ ଜଗିବ ବିଜେପି-ଗୋଲକ ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ରାସନ କେନ୍ଦ୍ରରେ ରାଜ୍ୟ ସରକାର ପୋଷ୍ଟର ମାରିଲେ ଜଗିବ ବିଜେପି । ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା । ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ପ୍ରଶ୍ନ କଲେ । କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଛନ୍ତି । କେନ୍ଦ୍ର ଯୋଜନାରେ ରାଜ୍ୟ ସରକାର କାହିଁକି ବ୍ୟାନର ମାରିବେ । ବିଜେପି କର୍ମକର୍ତ୍ତା ଜଗିକି ରହିବେ , ରାଜ୍ୟ ସରକାର ଏଥିରୁ ନିବୃତ ରୁହନ୍ତୁ ।କେନ୍ଦ୍ର ସରକାର ତ ମୋଦିଙ୍କ ଚେହେରା ଲଗାଉନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login