ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଛି । ମନ୍ଦିର ଉଦଘାଟନକୁ ନେଇ ଭାରତ ସହ ଅନ୍ୟାନ୍ୟ ଦେଶରୁ ବିଭିନ୍ନ ଉପହାର ଆସିବାରେ ଲାଗିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ବିଶ୍ୱରେ ଉତ୍ସାହ । ୨୨ ତାରିଖରେ ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ମରିସସ ସରକାର । ଦିନ ୨ଟାରୁ ଅପରାହ୍ନ ୪ଟା ଯାଏଁ ୨ ଘଣ୍ଟିଆ ଛୁଟି ଘୋଷଣା ।
Views: 83











