The Ultimate Managed Hosting Platform
ADVERTISEMENT

ରାମନବମୀରେ ରେଳସେତୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ରାମନବମୀରେ ରେଳସେତୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ନୂତନ ପମ୍ବନ ରେଳସେତୁ ଲୋକାର୍ପଣ ହେବ। ତାମିଲନାଡୁରେ ରେଳସେତୁର ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ । ସେତୁରେ ରେଳ ମାର୍ଗ ସହିତ ଜାହାଜ ଚଳାଚଳର ମଧ୍ୟ ବ୍ୟବସ୍ଥା ରହିଛି । ରାମେଶ୍ବରମ-ତାମ୍ବରମ ନୂତନ ରେଳ ସେବାର ମଧ୍ୟ ଶୁଭାରମ୍ଭ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାମନବମୀ ଅବସରରେ ତାମିଲନାଡୁର୍ ନବନିର୍ମିତ ପମ୍ବନ ରେଳସେତୁର ଲୋକର୍ପଣ କରିବେ । ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ । ଯାହା ୫୫୦ କୋଟି ଟଙ୍କାର ମୂଲ୍ୟରେ ନିର୍ମାଣ କରାଯାଇଛି । ଏହି ସେତୁରେ ରେଳ ମାର୍ଗ ସହ ଜାହାଜ ଚଳାଚଳର ବ୍ୟବସ୍ଥାକୁ ମଧ୍ୟ ରଖାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ୮ହଜାର ୩୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼ ପ୍ରକଳ୍ପର ଶିଳାନ୍ୟାସ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ନୂତନ ପମ୍ବନ ରେଳସେତୁର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ବରମ-ତାମ୍ବରମ ନୂତନ ରେଳ ସେବାର ମଧ୍ୟ ଶୁଭାରମ୍ଭ କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login