The Ultimate Managed Hosting Platform
ADVERTISEMENT

ରାଜ୍ୟସଭା ଭୋଟ : ବିଜେଡିରେ ବଡ ଗୋଳମାଳ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟସଭାରେ ୱକଫ ବିଲ ଭୋଟିଂକୁ ନେଇ ବିଜେଡିରେ ବଡ ଗୋଳମାଳ । ସଭାପତିଙ୍କ କହିବା ସତ୍ତ୍ୱେ କିଭଳି ସପକ୍ଷରେ ଭୋଟ ପଡିଲା ତାକୁ ନେଇ ଚର୍ଚ୍ଚା । ଭଇତରେ ଖେଳ ହୋଇଛି , ସନେ୍ଦହ ଆସୁଛି କହିଲେ ବଦ୍ରି ପାତ୍ର । ଆମେ ବରିଷ୍ଠ ନେତାମାନେ ସଭାପତିଙ୍କୁ ଭେଟିବୁ କହିଲେ ଭୂପିନ୍ଦର ସିଂ । ମାନସପୁତ୍ର ପାଇଁ ବିଜେପି ସହ ଡିଲ ହୋଇଥିବା କହିଲେ ଭକ୍ତ ଦାସ ।
କିଛି ଖେଳ ହୋଇଛି କହିଲେ ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିଲକୁ ବିରୋଧ କରିବାକୁ ସଭାପତି କହିଥିବା ମୁନା ଖାନ କହିଥିଲେ । ନବୀନ ବାବୁ ଏହାକୁ ବିରୋଧ କରିବାକୁ କହିବା ପରେ ଏଭଳି କେମିତି ହେଲା । ଏଭଳି କିଭଳି ହେଲା , କିଛି ଖେଳ ହୋଇଛି , ଏହା ଚିନ୍ତାର ବିଷୟ । ଏମିତି ଖେଳ କିଏ କଲା ତାହା ଖୋଜା ଚାଲିଛି କହିଲେ ବଦ୍ରି ପାତ୍ର । ହୁଇପ କାହିଁକି ଜାରି କରାଗଲାନି , ତାହା ସନେ୍ଦହରେ । କିଛି ଚାପ ପଡିଥାଇ ପାରେ ବୋଲି ମଧ୍ୟ ସନେ୍ଦହ କରାଯାଇଥିବା କହିଲେ ବଦ୍ରି ପାତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login