The Ultimate Managed Hosting Platform
ADVERTISEMENT

ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ

Facebook
Twitter
LinkedIn

ପୁଣି ଖସିଲା ପାରଦ । ବଢୁଛି ଥଣ୍ଡା । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଗତ କିଛି ଦିନ ହେବ କ୍ରମାଗତ ଭାବରେ ରାତିର ତାପମାତ୍ରା କମିଯାଉଛି । ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ ।
ଶୀତ ସହ ଘନ କୁହୁଡିର ଆସ୍ତରଣ ଜମୁଛି । କୁହୁଡ଼ି ପାଇଁ ରାସ୍ତାରେ ଯିବା ଆସିବା କଷ୍ଟ ହୋଇପଡ଼ୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକମାନେ ନିଆଁ ଜାଳି ପୁଇଁ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login