ଭୁବନେଶ୍ୱର : ରାଜ୍ୟରେ ଦିନକରେ ୧୦୪ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୨୯କୁ ବୃଦ୍ଧି । ଦିନକରେ ସୁସ୍ଥ ହୋଇଛନ୍ତି ୩୪ ଆକ୍ରାନ୍ତ । ଅନ୍ୟପଟେ ଦେଶରେ ୬ ହଜାର ଟପିଛି ଦୈନିକ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ସକ୍ରିୟ ରୋଗୀ ସଂଖ୍ୟା ୨୮ ହଜାର ୩୦୩କୁ ବୃଦ୍ଧି । ଦେଶରେ ଦିନକରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Views: 71