ଭୁବନେଶ୍ୱର : ରାଜ୍ୟରେ ସାମାନ୍ୟ କମିଲା ଶୀତ । ହେଲେ କଲବଲ କରୁଛି କୁହୁଡି । ଆହୁରି ୨ ଦିନ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହାଲୁକା ଶୀତ ସହ କଲବଲ କରୁଛି ଘନକୁହୁଡି । ରାସ୍ତାରେ ଦୃଶ୍ୟମାନ କ୍ଷମତା କମ ରହୁଛି । ଆଜି ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
Views: 32