The Ultimate Managed Hosting Platform
ADVERTISEMENT

ରାଜସ୍ୱ ଅଧିକାରୀଙ୍କ କ୍ଲାସ ନେବେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ରାଜସ୍ୱ ଅଧିକାରୀଙ୍କ କ୍ଲାସ ନେବେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ । ଆସନ୍ତା କାଲିଠୁ ୨ ଦିନିଆ ରାଜସ୍ୱ ଅଧିକାରୀଙ୍କୁ କର୍ମଶାଳା । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବେ ୩୧୭ ତହସିଲଦାର । ୫୮ ଉପଜିଲ୍ଲାପାଳ ସହ ୩ ଆରଡିସି କର୍ମଶାଳାରେ ଯୋଗଦେବେ । ଭିସିରେ ସାମିଲ ହେବେ ଜିଲ୍ଲାପାଳ ଓ ଜିଲ୍ଲା ରାଜସ୍ୱ ଅଧିକାରୀ । ବାର୍ଷିକ ପ୍ରୋଗ୍ରେସ ରିପୋର୍ଟ ଧରି ଆସିବାକୁ ନିଦେ୍ର୍ଦଶ । କ୍ଲାସରେ ବର୍ଷକର ରାଜସ୍ୱ ସେବାର ସମୀକ୍ଷା କରିବେ ମନ୍ତ୍ରୀ । ଭଲ ପ୍ରଦର୍ଶନ କରିଥିବା ୩ ଜିଲ୍ଲା ଓ ୫ ତହସିଲକୁ ପୁରସ୍କୃତ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ...

ADVERTISEMENT

Login