The Ultimate Managed Hosting Platform
ADVERTISEMENT

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ହେତୁ ସିଏମ୍ ଆଜି ପରୀକ୍ଷଣ କରାଇଥିଲେ, ଯେଉଁଥିରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ସେ କହିଛନ୍ତି, ‘ମୁଁ ସେକ୍ସ ଆଇସୋଲେସନରେ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି। ଆଗାମୀ ସମସ୍ତ କାର୍ୟ୍ୟକ୍ରମରେ ମୁଁ ଭଚୁଆଲ ମାଧ୍ୟମରେ ସାମିଲ ରହିବି’ । ସେପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଯେତେବେଳେ ଏହା ବିଷୟରେ ସୂଚନା ମିଳିଥିଲା, ସେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖୁଛନ୍ତି, ‘ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ କୋଭିଡ୍ ପଜିଟିଭ ହେବାର ସୂଚନା ମିଳିଛି । ମୁଁ ତାଙ୍କର ଜଲ୍ଦି ସ୍ୱାସ୍ଥ୍ୟ ଲାଭ କାମନା କରୁଛି’ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login