ଚୈାଦ୍ୱାର(ଅମୂଲ୍ୟ କୁମାର ବାରିକ ) : ରାଜରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର । ଏନଏଚ-୧୬ ଟାଙ୍ଗୀ ନିର୍ଗଣ୍ଡି ନିକଟରେ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ପରିବାର । ନିଆଁକୁ ଆୟତ୍ତ କଲେ ଚୈାଦ୍ୱାର ଅଗ୍ନିଶମ ବାହିନୀ । କାରଟିଏ ସଂପୂର୍ଣ୍ଣ ପୋଡି ଯାଇଛି ।
Views: 110











