The Ultimate Managed Hosting Platform
ADVERTISEMENT

ରାଜଧାନୀରେ ସବୁଠୁ ଥଣ୍ଡା ରାତି

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହାଡ ଭଙ୍ଗା ଶୀତ । ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨,୯ ଡିଗ୍ରୀ ରେକର୍ଡ । ୨୫ ବର୍ଷରେ ରାଜଧାନୀରେ ନଭେମ୍ବରର ସବୁଠାରୁ ଥଣ୍ଡା ରାତି । ଗତକାଲି ୧୩ ଡିଗ୍ରୀ ସହ ଥିଲା ଦ୍ୱିତୀୟ ସର୍ବାଧ୍ଚଳ ଥଣ୍ଡା ରାତି । ମିଳିପାଳରେ ୪ ଡିଗ୍ରୀକୁ ଖସିଲା ତାପମାତ୍ରା। ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସକାଳ ୫ଟା ୫୦ରେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ପଟେ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତ ବ୍ୟସ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login