The Ultimate Managed Hosting Platform
ADVERTISEMENT

ରାଜଧାନୀରେ ନିଆଁ ବର୍ଷା, ସାଢେ ୧୧ରେ ଜଳିଲାଣି ଭୁବନେଶ୍ୱର

Facebook
Twitter
LinkedIn

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ନିଆଁ ବର୍ଷା । ସାଢେ ୧୧ଟାରେ ଭୁବନେଶ୍ୱରରେ ୪୦ ଡିଗ୍ରୀ ଟପିଲାଣି । ଆଜି ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ । ୪୦.୪ ଡିଗ୍ରୀ ସହ ସାଢେ ୧୧ଟାରେ ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ।
ଝାରସୁଗୁଡା-୪୦.୨
କେନ୍ଦୁଝର-୩୯.୨
ସମ୍ବଲପୁର -୩୮.୬
ହୀରାକୁଦ-୩୭.୪
ଚାନ୍ଦବାଲି-୩୭
ବାଲେଶ୍ୱର-୩୬.୪

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login